ଶ୍ୱେତ ଚିଲ୍ଲୀ
ଦେଖଣା
ଶ୍ୱେତ ଚିଲ୍ଲୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ୱେତ ଚିଲ୍ଲୀ
|
ସଂସ୍କୃତ - ବି—(ବୈଦ୍ୟକ)
[ସମ୍ପାଦନା]ଭାଗୀରଥିତୀରସ୍ଥ ଦେଶରେ ଜନ୍ମିବା ସାଦା ବା ଧଳା ବଥୁଆ ଶାକବିଶେଷ — A kind of pot herb; Chenopodium Album.
[ଦ୍ରଷ୍ଟବ୍ୟ —ଏହା ମଧୁର ରସ, ଶୀତଳ, କ୍ଷାରଗୁଣଯୁକ୍ତ, ତ୍ରିଦୋଷ— ନାଶକ ଓ ଜ୍ୱର ରୋଗରେ ହିତକର]