Jump to content

ଶ୍ୱେତ ଜୀରକ

ଉଇକିଅଭିଧାନ‌ରୁ

ଶ୍ୱେତ ଜୀରକ

ଉଚ୍ଚାରଣ

[ସମ୍ପାଦନା]

[ଶ୍ୱେତଜୀବୀ—ଦେଶଜ - ରୂପ]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୌର ଜୀରକ; ସାଧାରଣ ଜୀରା — Cumin Seed.

[ଦ୍ରଷ୍ଟବ୍ୟ —ବର୍ଣ୍ଣଭେଦରେ ଯାହାକୁ କଳାଜୀରା ବୋଲାଯାଏ ତାହା ଜୀରକ ଜାତୀୟ ନୁହେଁ ଶ୍ୱେତ— ଜୀରକ ରୁଚିକର, କଟୁ, ମଧୁର, ଦୀପନ, କୃମିନାଶକ, ବିଷ ଓ ଜ୍ୱରନାଶକ ଓ ଉଦରାଧ୍ମାନଜନକ—ବିଶ୍ୱକୋଷ]