ଶ୍ୱେତ ତଣ୍ଡୁଳ
ଧଳା ଚାଉଳ; ସଫା ଚାଉଳ — White rice.
[ଏହାକୁ ସିଦ୍ଧି କରି ଚକଟି ଲୁଗାରେ ଚିପୁଡ଼ି ଏଥିରୁ ମଣ୍ଡ ବାହାର କଲେ ତାହା ମଧୁର ରସ, ଶୀତଳ , ବାୟୁ ବର୍ଦ୍ଧନ, କିଞ୍ଚିତ୍ ଶ୍ଲେଷ୍ମଜନକ ହୁଏ ଏହା ମେହ, ଅଶୁରୀ ଓ ଶୋଥ ରୋଗରେ ହିତକର]