ଶ୍ୱେତ ଦୂର୍ବା
ଦେଖଣା
ଶ୍ୱେତ ଦୂର୍ବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ୱେତ ଦୂର୍ବା
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଧଳା ଦୂବ; ଶୁକ୍ ଦୁର୍ବା (ଯାହାର ପତ୍ର ଧଳା) —The white -leaved variety of Cynodon Dactylon.
[ଦ୍ରଷ୍ଟବ୍ୟ — ଏହା କଷାୟ ମଧୁର ରସ, ରୁଚିକର, କଫ, ପିତ୍ତ ନାଶକ,; ଦାହ, ତୃଷ୍ଣା ବମନ, ଅତିସାର କାଶ, ଆମଦୋଷ, ବ୍ରଣ, ବିସର୍ପ ଓ ରକ୍ତସ୍ରାବରେ ଉପକାରକ]
ବିଘ୍ନେଶାନକାନ୍ତା
ଅନୁବାଦ
[ସମ୍ପାଦନା]