ଶ୍ୱେତ ଧାନ୍ୟ
ଶୁକ୍ଳ ଧାନ୍ୟ; ଯେଉଁ ଧାନର ବର୍ଣ୍ଣ ଧଳା — White paddy.
[ଦ୍ରଷ୍ଟବ୍ୟ — ଏହି ଧାନ୍ୟ ଲକ୍ଷ୍ମୀପୂଜାରେ ବ୍ୟବହୃତ ହୁଏ]