Jump to content

ଶ୍ୱେତ ଧାମା

ଉଇକିଅଭିଧାନ‌ରୁ

ଶ୍ୱେତ ଧାମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ଶ୍ୱେତ+ଧାମନ୍ =ଆଶ୍ରୟ ଗୃହ ଯାହାର)

[ସମ୍ପାଦନା]
୧. ଚନ୍ଦ୍ର —୧. The moon.
୨. କର୍ପୁର —୨. Camphor
୩. (୬ଷ୍ଠୀ ତତ୍; ଶ୍ୱେତ=ଶ୍ୱେତ ବର୍ଣ୍ଣର+ ଧାମନ୍ =ଆଶ୍ରୟସ୍ଥଳ)—ସମୁଦ୍ର ଫେଣ —୩. Sea-foam.