Jump to content

ଶ୍ୱେତ ନୀଳ

ଉଇକିଅଭିଧାନ‌ରୁ

ଶ୍ୱେତ ନୀଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଦ୍ୱନ୍ଦ, ଶ୍ୱେତ+ନୀଳ)

[ସମ୍ପାଦନା]

ଧଳା ଓ ନେଳୀ ମିଶ୍ରିତ —Mixed white and blue; bluish; azure.

ବିଶେଷ୍ୟ -

[ସମ୍ପାଦନା]
୧. ଧଳା ଓ ନେଳୀ ମିଶ୍ରିତ ବର୍ଣ୍ଣ —୧. Bluish and azure mixed colour.
୨. ମେଘ —୨. The Cloud.

[ଦ୍ରଷ୍ଟବ୍ୟ — ଏହିପରି ଶ୍ୱେତ ପୀତ, ଶ୍ଲେତ, ରକ୍ତ, ଶ୍ୱେତ ହରିତ, ଶ୍ୱେତବର୍ଣ୍ଣକୁ ବୁଝାଏ]