Jump to content

ଶ୍ୱେତ ପତ୍ର

ଉଇକିଅଭିଧାନ‌ରୁ

ଶ୍ୱେତ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (କର୍ମଧା; ଶ୍ୱେତ+ପତ୍ର)

[ସମ୍ପାଦନା]
୧. ଧଳା ପକ୍ଷ — ୧. White leaf.
୨. ଧଳା ପକ୍ଷ — ୨. White wing or whith feather.
୩. (ବହୁବ୍ରୀହିତ; ଶ୍ୱେତ+ପତ୍ର=ପକ୍ଷ ଯାହାର) ହଂସ — ୩. The swan.
୪. ଶ୍ୱେତ ପଦ୍ମ —୪. The White lotus.

ବିଶେଷଣ -

[ସମ୍ପାଦନା]
୧. ଶ୍ୱେତପତ୍ରଯୁକ୍ତ —୧. White leved
୨. ଶ୍ୱେତ ପତ୍ର ପକ୍ଷବିଶିଷ୍ଟ —୨. White feathered; white-winged.