ଶ୍ୱେତ ପିଙ୍ଗ
ଦେଖଣା
ଶ୍ୱେତ ପିଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଶ୍ୱେତ ପିଙ୍ଗଳ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶୁ଼କ୍ଳ ଓ ପିଙ୍ଗଳବର୍ଣ୍ଣ; ପାଣ୍ଡୁରାରଙ୍ଗ — ୧. white and grey mised colour.
- ୨. ନୀଳ ଓ ଶୁକ୍ଳ ମିଶ୍ରିତ ରଙ୍ଗ — ୨. Blusih white colour .
- ୩. (ଦେହ ଶ୍ୱେତ ଓ ଜଟା ପିଙ୍ଗଳା ବିର୍ଣ୍ଣବିଶିଷ୍ଟ) ସିଂହ —୩. The lion.
ବିଶେଷଣ -
[ସମ୍ପାଦନା]ନୀଳ ଓ ଶୁକ୍ଳ ମିଶ୍ରିତ —Bluish white.