Jump to content

ଶ୍ୱେତ ପୂରିକା

ଉଇକିଅଭିଧାନ‌ରୁ

ଶ୍ୱେତ ପୂରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଲୁଚି; ମଇଦାରେ ଅଧିକ ପରିମାଣରେ ଘିଅ (ମୟାନ) ଦେଇ ତାକୁ ପରେ ପାଣିରେ ଚକଟି ସେଥିରେ ପତଳା ହୋଇ ବେଲା ହୋଇ ଘୃତପକ୍ୱ ଥିବା ପୁରି —Thin white cake of flour fried in ghee.

(ଦ୍ର— ବୈଦ୍ୟଶାସ୍ତ୍ରମତେ ଏହା ଧାତୁବର୍ଦ୍ଧକ, ସ୍ନିଗଧ୍, ବାତ ଓ ପିତ୍ତନାଶକ—ବିଶ୍ୱକୋଷ)