Jump to content

ଶ୍ୱେତ ବାରାହ କଳ୍ପାବ୍ଦ

ଉଇକିଅଭିଧାନ‌ରୁ

ଶ୍ୱେତ ବାରାହ କଳ୍ପାବ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ୱେତ ବାରାହ କଳ୍ପର ଗଣନାରେ ବର୍ଷର ପରିମାଣ —Year calculated according to Ṡweta bārāha kaḻpa.

[ଦ୍ରଷ୍ଟବ୍ୟ — ଶ୍ୱେତବାରହ କଳ୍ପାଦ୍ଦର ପରିମାଣ ମୋଟର ୪୩୨: କୋଟି ବର୍ଷ ବର୍ତ୍ତମାନ (୧୯୩୬: ସାଲରେ) ଶ୍ୱେତବାରାହ କଳ୍ପାଦ୍ଦରେ ୧୯୭: କୋଟି ୨୯: ଲକ୍ଷ ୪୯: ହଜାର ୩୮: ବର୍ଷ ଚଳୁଅଛି ଶ୍ୱେତବାରହ କଳ୍ପାଦ୍ଦର ଆରମ୍ଭବେଳେ ଏ ସୃଷ୍ଟି ହୋଇ ନ ଥିଲା ଆରମ୍ଭରୁ ୧ କୋଟି ୭ ଲକ୍ଷ ୬୪: ହଜାର ବର୍ଷ ଗତ ହେବା ପରେ ଏ ସୃଷ୍ଟି ହେଲା ଅତଏବ ୧୯୭୨୯୪୯— ୩୮:ରୁ ୧୭୬୪: ବାଦ୍ ଗଲେ ବାକି ରହିଲା ୧୯୫:

କୋଟି ୫୮: ଲକ୍ଷ ୮୫: ହଜାର ୩୮: ବର୍ଷ ବର୍ତ୍ତମାନ ପୃଥିବୀର ବୟସ ଅଟେ]