Jump to content

ଶ୍ୱେତ ବୁହ୍ନା

ଉଇକିଅଭିଧାନ‌ରୁ

ଶ୍ୱେତ ବୁହ୍ନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଔଷଧିଗୁଳ୍ମ ବିଶେଷ; ବନତିକ୍ତା; ଶ୍ୱେତ ବନବନା —Andrographis Pani culata.

[ଦ୍ରଷ୍ଟବ୍ୟ — ଏହା ତିକ୍ତାମ୍ଲ— ରସ, ଅଗ୍ନିଦୀପକ, ରୁଚିକର ଓ ରୋଚକ ଏହା ବିଷଦୋଷ, ରକ୍ତ— ଦୋଷ, କୃମୀ, କୁଷ୍ଠ ଓ ବାଳ— ରୋଗରେ ଉପକାରୀ]