ଶ୍ୱେତ ମନ୍ଦାର
ଦେଖଣା
ଶ୍ୱେତ ମନ୍ଦାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧଳାଫୁଲ ଯୁକ୍ତ ମନ୍ଦାର ଗଛ; ଶ୍ୱେତ ଜବା —୧. The white variety of Hibiscus; Rosa Sinensis.
[ଦ୍ରଷ୍ଟବ୍ୟ — ଶ୍ୱେତ ପିତ, ରକ୍ତ, ଶ୍ୱେତରକ୍ତାଦି ଭେଦରେ ମନ୍ଦାର ଫୁଲ ନାନା ପ୍ରକାରର ହୁଏ]
- ୨. ଧଳା ଅରଖଗଛ (ବିଶ୍ୱକୋଷ) — ୨. The White flowered variety of Calotropis Gigantea plant.