Jump to content

ଶ୍ୱେତ ରକ୍ତ

ଉଇକିଅଭିଧାନ‌ରୁ

ଶ୍ୱେତ ରକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶ୍ୱେତ+ରକ୍ତ)

[ସମ୍ପାଦନା]

ଧଳା ଓ ନାଲି ମିଶା ବର୍ଣ୍ଣ; ପାଟଳ ବର୍ଣ୍ଣ; ଗୋଲାପୀ ରଙ୍ଗ; ଫକାନାଲି ରଙ୍ଗ — Rose colour.

ବିଶେଷଣ -

[ସମ୍ପାଦନା]

ପାଟଳ; ଗୋଲାପୀ; ଫକ୍କା— ନାଲି —Rosy; rose coloured; pale pink