Jump to content

ଶ୍ୱେତ ରୋହିତ

ଉଇକିଅଭିଧାନ‌ରୁ

ଶ୍ୱେତ ରୋହିତ

ଉଚ୍ଚାରଣ

[ସମ୍ପାଦନା]

[ଶ୍ୱେତରୋହିତକ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଧଳା ସୁଆଣ କାଠର ଗଛ; କୂଟ ଶାଳ୍ମଳୀ —The white variety of Andersonia Rohitaka; Tecoma Andulata; a timber tree)

[ଦ୍ରଷ୍ଟବ୍ୟ — ସୁଆମ କାଠ ଶୁକ୍ଲ ଓ ରକ୍ତ ଭେଦରେ ଦୁଇ ପ୍ରକାର ଶ୍ୱେତ ରୋହିତର ଗୁଣ ରକ୍ତ— ରୋହିତକ ସଙ୍ଗେ ସମାନଏହା କଟୁ, ସ୍ନିଗଧ, କଷାୟ, ଶୀତଳ; କୃମି, ବ୍ରଣ, ପ୍ଲିହା,ରକ୍ତଦୋଷ ଓ ନେତ୍ର ରୋଗ ପକ୍ଷରେ ଉପକାରୀ]