ଶ୍ୱେତ ଶରପୁଙ୍ଖା
ଦେଖଣା
ଶ୍ୱେତ ଶରପୁଙ୍ଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ୱେତ ଶରପୁଙ୍ଖା
|
ସଂସ୍କୃତ - ବି
[ସମ୍ପାଦନା]ଶ୍ୱେତପୁଷ୍ପଯୁକ୍ତ ଶରପୁଙ୍ଖ ଗୁଳ୍ମ — A sort ofwhite flowered wild Tephrqsia plant
[ଦ୍ରଷ୍ଟବ୍ୟ —ଶ୍ୱେତ ଓ ପୀତ ଭେଦରେ ଶରପୁଙ୍ଖ ଦୁଇ ପ୍ରକାର; ଶ୍ୱେତଶରପୁଙ୍ଖ ଓ ପୀତ ଠାରୁ ଅଧିକ ଗୁଣଶାଳୀ; ଏହାର ଆକୃତି ନୀଳ ଗୁଳ୍ମ ସଦୃଶ ଏହା କଟୁ ଉଷ୍ଣବୀର୍ଯ୍ୟ, ପ୍ଲୀହା,କୃମି ଓ ବାତ ରୋଗରେ ଉପକାରୀ]