Jump to content

ଶ୍ୱେତ ଶିଗ୍ରୁ

ଉଇକିଅଭିଧାନ‌ରୁ

ଶ୍ୱେତ ଶିଗ୍ରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶୁକ୍ଳ ଶୋଭାଞ୍ଜନ;ଶ୍ୱେତ ଶଜନା; ଶୁକ୍ଳବର୍ଣ୍ଣ ପୁଷ୍ପ ଯୁକ୍ତଶୋଭାଞ୍ଜନ; ସାଧାରଣ ଶଜନା (ଗଛ) —The White flowered horse radish tree or morning.

[ଦ୍ରଷ୍ଟବ୍ୟ —ଶ୍ୱେତ, ପୀତ, ନୀଳ, ଓ ରକ୍ତପୁଷ୍ପ ଭେଦରେ ଶିଗ୍ରୁ ୪ପ୍ରକରା ଶ୍ୱେତ ଶିଗ୍ର ଅନ୍ୟମାନଙ୍କ ପରିଗୁଣଯୁକ୍ତଓ ଦାହଜନକ;ପ୍ଲୀହା ବିଦ୍ରଧି, ବ୍ରଣ, ପିତ୍ତ ଓ ରକ୍ତଦୋଷରେ ଉପକାରକ]