ଶ୍ୱେତ ଶିଳା
ଦେଖଣା
ଶ୍ୱେତ ଶିଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ୱେତ ଶିଳା
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ୱେତ ପ୍ରସ୍ତର (ଦେଖ) - —୧. Ṡweta prastara (See).
- ୨. (ବୈଦ୍ୟକ) ହେମସାଗର ଗୁଳ ୨. Byrophyclum Calycium (plant)
[ଦ୍ରଷ୍ଟବ୍ୟ — ଏହାର ପତ୍ର ମୋଟ, ରୋମହୀନ ଓ ଅମ୍ଲ ବର୍ଷା ଦିନେ ଏଥିର ପତ୍ରକୁ ଛାଇ ସ୍ଥାନରେ ରଖିଲେ ପତ୍ରକୁ ଅଙ୍କୁର
ବାହାରି ଅନେକ ଗଛ ହୁଏ ଫୁଲ ଚାରି ପାଖୁଡ଼ିଆ, ବଡ଼ ବଡ଼, ବାଇଗଣୀ ଓ ନାଲି ମିଶା ଏହା ଶୀତ ଦିନରେ ଫୁଟେ; ଫୁଲରେ ୮ଟି କେଶର ଥାଏ]