ଶ୍ୱେତ ସର୍ଷପ
ଦେଖଣା
ଶ୍ୱେତ ସର୍ଷପ
ଉଚ୍ଚାରଣ
[ସମ୍ପାଦନା](ଶ୍ୱେତ ସୋରିଷ—ଦେଶଜ - ରୂପ)
ଅନୁବାଦ
[ସମ୍ପାଦନା]ଶ୍ୱେତ ସର୍ଷପ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରାଇ ସୋରିଷ —White mustard, Brassica Juncea.
(ଦ୍ର— ଏହା ଅନ୍ୟ ଜାତୀୟ ବା କୃଷ୍ଣ ସର୍ଷପର ସମଗୁଣ ବିଶିଷ୍ଟ, କିନ୍ତୁ ତହିଁ ଅପେକ୍ଷା ସକଳ ଗୁଣରେ ଉତ୍କୃଷ୍ଟ ବିଶେଷତଃ ଶ୍ୱେତ ସର୍ଷପ ରୁଚିକର, ତ୍ୱଗ୍ ଦୋଷ ନାଶକ ଏବଂ ବ୍ରଣ, ବାତରକ୍ତ ବିଷଦୋଷ, ଭୁତାବେଶ ନାଶିକ)