Jump to content

ଶ୍ୱେତ ହୟ

ଉଇକିଅଭିଧାନ‌ରୁ

ଶ୍ୱେତ ହୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶୁକ୍ଲ ଘୋଟକ —୧. White horse
୨. ଇନ୍ଦ୍ରଙ୍କ ଅଶ୍ୱ; ଉଚ୍ଚୈଶ୍ରବା —୨. Indra's horse.
୩. ଅର୍ଜ୍ଜୁନ ବୃକ୍ଷ —୩. Pentaptera Arjuna.
୪. (ବହୁବ୍ରୀହ) ଅର୍ଜ୍ଜୁନ; ମଧ୍ୟମ ପାଣ୍ଡବ —୪. Arjuna; the ୩rd pāṇḍaba.