ଶ୍ୱୋବସୀୟସ
ଦେଖଣା
ଶ୍ୱୋବସୀୟସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ— (ଶ୍ୱଃ= ଆଗାମୀ କାଲି+ବସୁ ମଙ୍ଗଳ+ଇୟସ୍ +ଅ)
[ସମ୍ପାଦନା]- ୧. ଭାବି ଶୁଭଯୁକ୍ତ; ଆଗାମୀ କାଲି ଘଟିକା ଶୁଭଯୁକ୍ତ (ଘଟଣା) — ୧. Which is good and to happen in future.
ବିଶେଷ୍ୟ -
[ସମ୍ପାଦନା]- ୧. ଆଗାମୀ କାଲି ଘଟିକା ମଙ୍ଗଳ — ୧. Prosperity which will happen to morrow
- ୨. ଭବିଷ୍ୟତ୍ ଶୁଭ — ୨. Future bliss.