ଶ୍ୱୟଥୁ
ଦେଖଣା
ଶ୍ୱୟଥୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଶ୍ୱି ଧାତୁ=ସ୍ୱତ ହେବା+ଭାବ. ଅଥ; ତୁଳ; ବେପଥୁ; ବମଥୁ)
[ସମ୍ପାଦନା]- ୧. ସ୍ଫୀତି; ଫୁଲା; ସ୍ଫୀତତା — ୧. swelling
- ୨. ଶୋଥ; ସ୍ଫୀତତା ରୋଗ — ୨. Intumescence. a disease accompanied with swelling.
- ୩. ଶୋଥ ରୋଗ) —୩. Plethora; drospsy.
- ୪. ପୁରୁଣି (ଶାଗ ଓ ଲତା) — ୪. Boerhagvia Diffusa; the Hogweed pot herb.