Jump to content

ଶୟ

ଉଇକିଅଭିଧାନ‌ରୁ

ଶୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଅ; ଯାହା ଉପରେ ଶୟନ କରାଯାଏ)

[ସମ୍ପାଦନା]
୧. ଶଯ୍ୟା —୧. Bed; bedding.
୨. (+କରଣ. ଅ ଯାହାର ପରାକ୍ରମ ଯୋଗେ ଜୀବ ଶୟନ କରେ)—ନିଦ୍ରା —୨. Sleep.
୩. (+ବାବ. ଅ)—ଶୟନ —୩. Sleeping; lying in bed.
୪. ପଣ —୪. Wager.
୫. (+ଅଧିକରଣ. ଅ) ହସ୍ତ—(ଏହା ଉପରେ ମୁଣ୍ଡ ଦେଇ ଲୋକେ ଶୁଣନ୍ତି ବୋଲି) —୫. The hand.
୬. (+ଅଧିକରଣ. ଅ) ସର୍ପ —୬. Serpent.
[ଶୟା—ସ୍ତ୍ରୀ] 

ବିଶେଷଣ - ପୁଂ—(+କର୍ତ୍ତୃ. ଅ)

[ସମ୍ପାଦନା]

ଶୟନକାରୀ —Sleeping; lying down.

[ଦ୍ରଷ୍ଟବ୍ୟ —ସମାସରେ ଅନ୍ୟଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା— ଭୂଶୟ=ଯେ ଭୂମିରେ ଶୁଏ; ବିଳେଶୟ=ଯେ ବିଲ ବା ଗର୍ତ୍ତରେ ଶୁଏ; କମଳେଶୟ=ଯେ ପଦ୍ମ ଉପରେ ଶୋଉ— ଥିଲେ ଅର୍ଥାତ୍ ବ୍ରହ୍ମା; ଗୃହାଶୟ=ଯେ ଗୁହାରେ ଶୁଏ]