ଶୟଚାନ
=== ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଶ୍ୟେନ)
ଶ୍ୟେନ, ଶଞ୍ଚାଣ — Hawk.
[ଦ୍ରଷ୍ଟବ୍ୟ —ନନ୍ଦେ ଏହାକୁ ଓଡ଼ିଆ ଶବ୍ଦ ବୋଲି ଲେଖି ଅଛନ୍ତି କିନ୍ତୁ ଏହା ବଙ୍ଗଲାରେ ବ୍ୟବହୃତ]