Jump to content

ଶୟତବାନ୍

ଉଇକିଅଭିଧାନ‌ରୁ

ଶୟତବାନ୍

ଉଚ୍ଚାରଣ

[ସମ୍ପାଦନା]
(ଶୟିତବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଶୀ. ଧାତୁ+କର୍ତ୍ତୃ. ତବତ୍)

[ସମ୍ପାଦନା]
୧. ସୁପ୍ତ; ନିଦ୍ରିତ —୧. Sleeping; asleep.
୨. ନିଦ୍ରାଳୁ (ବିଶ୍ୱକୋଷ) —୨. Sleepy.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+ଭାବ. ତ)—ଶୟନ —୧. Sleeping.
୨. ବସନ୍ତ କୁସୁମ; ଓଉ —୨. Dissenia Speciosa.