Jump to content

ଶୟନାକାଙ୍କ୍ଷୀ

ଉଇକିଅଭିଧାନ‌ରୁ

ଶୟନାକାଙ୍କ୍ଷୀ

ଉଚ୍ଚାରଣ

[ସମ୍ପାଦନା]
(ଶୟନାକାଙ୍କ୍ଷିଣୀ—ସ୍ତ୍ରୀ) 

ଶୟନାର୍ଥୀ, ଶୟନାଭିଳାଷୀଅନ୍ୟରୂପ

(ଶୟନାଥିନୀ—ଶୟନାଭିଳାଷିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଶୟନ+ଆ+କାଙ୍କ୍ଷ୍ ଧାତୁ+କର୍ତ୍ତୃ. ଇନ୍; ୧ମା.୧ବ)

[ସମ୍ପାଦନା]

ଶୋଇବାକୁ ଉତ୍ସୁକ —Desiring sleep; wishing to sleep; praying to be permitted to sleep.