ଶୟନୀୟ
ଦେଖଣା
ଶୟନୀୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶୀ. ଧାତୁ+ଅଧିକରଣ. ଅନୀୟ)
[ସମ୍ପାଦନା]ଶୟନୋପ— ଯୋଗୀ; ଶୋଇବା ପାଇଁ ଉପଯୁକ୍ତ (ଶଯ୍ୟା, ଗୃହ ଇତ୍ୟାଦି); ଯାହା ଉପରେ ବା ଯହିଁରେ ମନୁଷ୍ୟ ବା ଜୀବ ସ୍ୱଚ୍ଛନ୍ଦରେ ଶୋଇ-ପାରେ —Fitt to be slept in or on.
ବିଶେଷ୍ୟ -
[ସମ୍ପାଦନା]- ୧. ଶଯ୍ୟା; ବିଛଣା; ଶେଯ —୧. Bed.
- ୨. ଶୟନ କରିବାର ସ୍ଥାନ —୨. A place to sleep in.
- ୩. ପଲଙ୍କ; ଖଟ —୩. Bedstead; couch.