ଶୟନ ଏକାଦଶୀ
ଦେଖଣା
ଶୟନ ଏକାଦଶୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୟନ ଏକାଦଶୀ
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶୟନୈକାଦଶୀ)
[ସମ୍ପାଦନା]ଆଷାଢ଼ ଶୁକ୍ଲ ଏକାଦଶୀ; ହରିଶୟନ; ପୁରୀ ଜଗନ୍ନାଥ ଦେବଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଏକତମ —The ୧୧th day of the bright fortnight of Āshāṟḍ̠ẖa on which the Deity Jagannāth is supposed to sleep for four months.
[ଦ୍ରଷ୍ଟବ୍ୟ —ଶ୍ରା ଜଗନ୍ନାଥ ଦେବ ରଥ ଯାତ୍ରା ପରେ ଗୁଣ୍ଡିଚା ମନ୍ଦିରରୁ ଫେରି ଆସି ଦେବୋଥାନ (କାର୍ତ୍ତିକ ଶୁକ୍ଲ ଏକାଦଶୀ) ପର୍ଯ୍ୟନ୍ତ ଚାରିମାସ ନିଦ୍ରିତ ହୁଅନ୍ତି କଥିତ ଅଛି ଯେ, ବିଷ୍ଣୁ ପ୍ରତିମା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନ କରନ୍ତି, ରଥ ଯାତ୍ରା ପର୍ଯ୍ୟନ୍ତପୀଡ଼ିତ ରହନ୍ତି, ରଥ ଯାତ୍ରାରୁ ଫେରି ଶୟନ କରନ୍ତି, ଭାଦ୍ର ଶୁକ୍ଲ ଏକାଦଶୀ ଦିନ ପର୍ଶ୍ୱ ପରିବର୍ତ୍ତନ କରନ୍ତି, କର୍ତ୍ତିକ ଶୁକ୍ଲ ଏକାଦଶୀ ଦିନ ନିଦରୁ ଉଠନ୍ତି ଓ ମାର୍ଗଶିର ଶୁକ୍ଲ ୬ଷ୍ଠୀଦିନ ଶୀତ ଲୁଗା ଘୋଡ଼ି ହୁଅନ୍ତି]