ଶୟନ କକ୍ଷ
(ଶୟନ କୁଟୀର, ଶୟନପ୍ରକୋଷ୍ଠ—ଅନ୍ୟରୂପ)
ଶୟନାଗାର; ଶୋଇଲା ଘର; ଯେଉଁ ଘରେ ଲୋକେ ଶୁଅନ୍ତି —Bed- room; dormitory.