ଶୟନ ଚତୁର୍ଦ୍ଦଶୀ
ଦେଖଣା
ଶୟନ ଚତୁର୍ଦ୍ଦଶୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଆଷାଢ଼ ଶୁକ୍ଲ ଚତୁର୍ଦ୍ଦଶୀ —The ୧୪th day of the bright fort night of Āshāṟḍ̠ẖa.
[ଦ୍ରଷ୍ଟବ୍ୟ —ମହାଦେବ ଆଷାଢ଼ ଶୁକ୍ଲ ଚତୁର୍ଦ୍ଦଶୀଠାରୁ କାର୍ତ୍ତିକ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ନିଦ୍ରା— ଯାଆନ୍ତି ଶିବଙ୍କର ପ୍ରିୟ ଦିବସ ଚତୁର୍ଦ୍ଦଶୀ ଦିନ ଶିବଙ୍କର ଉତ୍ସବମାନ (ଯଥା—ଶୟନ, ଉଥାପନ) ହୁଏ ଓ ଏକାଦଶୀ ବିଷ୍ଣୁଙ୍କର ପ୍ରିୟ ଦିବସ ଥିବରୁ ସେ ଦିନ ବିଷ୍ଣୁଙ୍କର ଉତ୍ସବ— ମାନ (ଯଥା—ଶଟନ, ପାର୍ଶ୍ୱ ପରିବର୍ତ୍ତନ, ଉଥାପନ, ପ୍ରାବରଣ) ହୁଏ ଏ ଦିନ ଭୁବନେଶ୍ୱରର ଲିଙ୍ଗରାଜଙ୍କର ଚତୁର୍ଦ୍ଦଶୀ ଯାତ୍ରା ମଧ୍ୟରୁ ଗୋଟିଏ ଯାତ୍ରା]