ଶୟନ ବାସଃ
(ଶୟନବାସ—ଦେଶଜ - ରୂପ)
ରାତିହାସ ଲୁଗା; ପଖାଳକରା ଲୁଗା; ଯେଉଁ ଲୁଗାକୁ ମନୁଷ୍ୟ ରାତିରେ ଶୋଇଲାବେଳେ ପିନ୍ଧେ —Cloth worn by a person going to sleep.