Jump to content

ଶୟର

ଉଇକିଅଭିଧାନ‌ରୁ

ଶୟର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶିଖର)

[ସମ୍ପାଦନା]
୧. ଶୋଇବାବେଳେ ମନୁଷ୍ୟର ମୁଣ୍ଡ ଯେଉଁ ଦିଗକୁ ରହେ —୧. The direction towards which a sleeping person lays down his head on the bed.
୨. ଶର୍ଯ୍ୟାର ମୁଣ୍ଡପାଖ —୨. The side of the be on which lies the head.
୩. (ସଂସ୍କୃତ - ଶିରୋପାଧାନ)—ମୁଣ୍ଡତକିଆ — ୩. The pillow on which a sleeper rests his head.