ଶୟଳ
ଦେଖଣା
ଶୟଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ସଂସାର)
[ସମ୍ପାଦନା]- ୧. ପୃଥିବୀ; ସଂସାର — ୧. The earth; the world.
[ଉ—ସେ ବ୍ରହ୍ମଜ୍ଞାନ ପୂର୍ବକାଳେ, କେ ଆଣି ସଞ୍ଚିଲା ଶୟତେ— ପ୍ରାଚୀ. ନିର୍ଗୁଣମାହାତ୍ମ]
- ୨. (ସଂସ୍କୃତ - ଶୈଳ)— ଶୈଳ; ଶଇଳ —୨. Mountain; rock.
[ଉ— ମଳୟ ଶୟଳବତ ଶୋଭା ସେ ଦଳ—ପ୍ରାଚୀ. ଶିଶୁଶଙ୍କର. ଉଷା ଅଭିଳାଷ]