Jump to content

ଶୟାନ

ଉଇକିଅଭିଧାନ‌ରୁ

ଶୟାନ

ଉଚ୍ଚାରଣ

[ସମ୍ପାଦନା]
(ଶୟାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଶୀ. ଧାତୁ+କର୍ତ୍ତୃ. ଆନ, [ଶାନଚ୍])

[ସମ୍ପାଦନା]
୧. ଯେ ଶୋଇଛି; ନିଦ୍ରିତ —୧. Sleeping; asleep.
୨. ଶଯ୍ୟାଦିରେ ସୋଇଥିବା; ଶଯ୍ୟାଗତ; ଶୟିତ — ୨. Lying on bed.