ଷଟପ୍ରାଜ୍ଞ

ଉଇକିଅଭିଧାନ‌ରୁ

ଷଟପ୍ରାଜ୍ଞ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ଷଟ୍+ପ୍ରଜ୍ଞା; ବହୁବ୍ରୀହି)[ସମ୍ପାଦନା]

୧. ଚାରି ପୁରୁଷାର୍ଥ (ଯଥା—ଧର୍ମ, ଅର୍ଥ, କାମ, ମୋକ୍ଷ) ଓ ଲୋକତତ୍ତ୍ୱ ବା ଲୋକାଚାର ଓ ତତ୍ୱଜ୍ଞାନ ଏହି ଛଅ ବିଷୟରେ ଅଭିଜ୍ଞ ବ୍ୟକ୍ତି —୧. A person
acquainted with the ୪ objects of human pursuit (viz piety, riches, love, salvation), popular usage and metaphysical truth.

୨. ବୌଦ୍ଧ —୨. A Buddhist.
୩. ଜାର ପୁରୁଷ —୩. Paramour; gallant.
୪. ଲମ୍ପଟ —୪. Lecher; libertine.
୫. କାମୁକ ବ୍ୟକ୍ତି —୫, A lusful or licentious person; a lewd person.