ଷଟ୍କର୍ମା

ଉଇକିଅଭିଧାନ‌ରୁ

ଷଟ୍କର୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଣ—(ଷଟ୍ କର୍ମନ୍ ଶବ୍ଦ; ବହୁବ୍ରୀହି)[ସମ୍ପାଦନା]

୧. ଷଟ୍କର୍ମରତ (ବ୍ରାହ୍ମଣ) —୧. (a Brāhmaṇa) Engaged in the six duties enjoined by the ṡāstras.
୨. ଷଟ୍କର୍ମ ପାରଗ ବ୍ୟକ୍ତି —୨. (a person) Skilled or well versed in the six rituals, acts or tantric rites enjoined in the ṡāstras.