ଷଟ୍ପଦ
ଦେଖଣା
ଷଟ୍ପଦ
ଉଚ୍ଚାରଣ
[ସମ୍ପାଦନା][ଷଟ୍ପଦା, ଷଟ୍ପଦୀ—ସ୍ତ୍ରୀ]
ସଂସ୍କୃତ - ବିଣ—(ଷଟ୍=ଛଅ ଅଟେ ପଦ ଯାହାର; ବହୁବ୍ରୀହି)
[ସମ୍ପାଦନା]ଛଅ ପଦ ବିଶିଷ୍ଟ —Having six legs or feet.
ବିଶେଷ୍ୟ - ପୁ.
[ସମ୍ପାଦନା]- ୧. ଭ୍ରମର — ୧. Black bee.
- ୨. ଉକୁଣି —୨. Louse; (Apte).
- ୩. ଛଅ ପଦ ବା ଚରଣ ବିଶିଷ୍ଟ କବିତା; ଛଅପୋଇ —୩. A verse consisting of six feet or lines in a stanza.