Jump to content

ଷଟ୍ପଦାତିଥି

ଉଇକିଅଭିଧାନ‌ରୁ

ଷଟ୍ପଦାତିଥି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ଷଟ୍ପଦ=ଭ୍ରମର ହୁଏ ଅତିଥି ଯାହାର)

[ସମ୍ପାଦନା]
୧. ଆମ୍ର ବୃକ୍ଷ —୧. Mango tree.
୨. ଚମ୍ପକ ବୃକ୍ଷ —୨. The Champaka tree.