ଷଟ୍ପ୍ରଜ୍ଞ
ଦେଖଣା
ଷଟ୍ପ୍ରଜ୍ଞ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ—(ଷଟ୍+ପ୍ରଜ୍ଞା; ବହୁବ୍ରୀହି)
[ସମ୍ପାଦନା]- ୧. ଚାରି ପୁରୁଷାର୍ଥ (ଯଥା—ଧର୍ମ, ଅର୍ଥ, କାମ, ମୋକ୍ଷ) ଓ ଲୋକତତ୍ତ୍ୱ ବା ଲୋକାଚାର ଓ ତତ୍ୱଜ୍ଞାନ ଏହି ଛଅ ବିଷୟରେ ଅଭିଜ୍ଞ ବ୍ୟକ୍ତି —୧. A person acquainted with the ୪ objects of human pursuit (viz piety, riches, love, salvation), popular usage and metaphysical truth.
- ୨. ବୌଦ୍ଧ —୨. A Buddhist.
- ୩. ଜାର ପୁରୁଷ —୩. Paramour; gallant.
- ୪. ଲମ୍ପଟ —୪. Lecher; libertine.
- ୫. କାମୁକ ବ୍ୟକ୍ତି —୫, A lustful or licentious person; a lewd person.