ଷଠି ଚଉଠୀ

ଉଇକିଅଭିଧାନ‌ରୁ

ଷଠି ଚଉଠୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଷଷ୍ଠୀ+ଚତୁର୍ଥୀ)[ସମ୍ପାଦନା]

୧. ବିବାହର ଷଷ୍ଠ ଓ ଚତୁର୍ଥ ଦିନର ଉତ୍ସବ —୧. Ceremonies on the ୬th and ୪th days of marriage.
୨. ଜନ୍ମର ଷଠି ଉତ୍ସବ ଓ ବିବାହର ଚଉଠି ଉତ୍ସବ —୨. The ୬th day ceremony after a birth and the ୪th day celebration after a marriage.