ଷଡ

ଉଇକିଅଭିଧାନ‌ରୁ

ଷଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଷଷ୍ ବା ଷଟ୍; ସନ୍ଧିଦ୍ୱାରା ନିପନ୍ନ ଷଡ୍)[ସମ୍ପାଦନା]

୧. ଷଟ୍; ଛଅସଂଖ୍ୟକ —୧. Numbering six.

[ଉ—ଷଡ ଦୁହିତା କଲ ଜାତ ଏ ରୂପେ ବଂଶ ଅପ୍ରମିତ, ଭୂପତିଂ ପ୍ରେମ ପଞ୍ଚାମୃତ]

୨. ଛଅ ପ୍ରକାରର —୨. Of six kinds.

[ଦ୍ରଷ୍ଟବ୍ୟ —ଷଡ୍]

ପଦ ପରେ ଯୁକ୍ତ ହୋଇଥିବା ଅଧିକାଂଶ ସଂସ୍କୃତ ଶବ୍ଦ ସନ୍ଧି ନିୟମରେ ଷଡ୍ (ଭାଷାରେ 'ଷଡ')ଉଚ୍ଚାରିତ ହୁଏ ଯଥା—ଷଡ ଋତୁ, ଷଡରସ ଓ ଷଡଗୁଣ ଇତ୍ୟାଦି