Jump to content

ଷଡଙ୍ଗୁଳି

ଉଇକିଅଭିଧାନ‌ରୁ

ଷଡଙ୍ଗୁଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଷଟ୍+ଅଙ୍ଗୁଳ)

[ସମ୍ପାଦନା]

ଛଅ ଆଙ୍ଗୁଳି ପରିମାଣ — Measure of six fingers.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଛଅ ଆଙ୍ଗୁଳି ପରିମିତ —୧. Measuring six digits (୩ inches).
୨. ଛଅ ଆଙ୍ଗୁଠିଆ ବ୍ୟକ୍ତି; ଯେଉଁ ବ୍ୟକ୍ତିର ହାତରେ ବା ଗୋଡରେ ସାଧାରଣ ପାଞ୍ଚ ଆଙ୍ଗୁଳିରୁ ଅଧିକା ଗୋଟିଏ ଆଙ୍ଗୁଠି ଥାଏ —୨. (a person) Having ୬ instead of ୫ fingers in each or any of his hands or legs.