ଷଡଧିକ

ଉଇକିଅଭିଧାନ‌ରୁ

ଷଡଧିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଛଅ ହୋଇଅଛି ଅଧିକ ଯହିଁରେ)[ସମ୍ପାଦନା]

ଯେଉଁ ସଂଖ୍ୟାରେ ଛଅ ସଂଖ୍ୟା ଅଧିକ ଯୁକ୍ତ ହୋଇଅଛି —(any number) Increased by six.

(ଯଥା—ଷଡଧିକ ଦର୍ଶନ୍=୧୬: )