ଷଡ଼ଶୀତି
ଦେଖଣା
ଷଡ଼ଶୀତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ; ମଧ୍ୟପଦଲୋପୀକର୍ମଧାରୟ ଷଟ=ଛଅ ଅଧିକ ଅଶୀତି)
[ସମ୍ପାଦନା]ଛୟାଅଶ — Eighty six.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଷଡଶୀତି ସଂକ୍ରଣ; ଷଡଶୀତି ସଂକ୍ରାନ୍ତି; ମିଥୁନ (ଆଷାଢ), କନ୍ୟା(ଅଶ୍ୱିନ) ଧନୁ (ପୌଷ) ଓ ମୀନ (ଚୈତ୍ର) ସଂକ୍ରାନ୍ତି — The passage of the sun- ୧. From the sign of Taurus to Gemini, ୨. From. Leo to Virgo. ୩. From Cancer eo Sagitarius. ୫. From Aquarius to Pisces.