ଷଡାନନ

ଉଇକିଅଭିଧାନ‌ରୁ

ଷଡାନନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବହୁବ୍ରୀହି; ଷଟ୍=ଛଅଟି ଆନନ=ମୁଖ ଯାହାଙ୍କର)[ସମ୍ପାଦନା]

କାର୍ତ୍ତିକେୟ; ଷଣ୍ମାତୁର —The God Kārttikeya; the elder son of Ṡiba.

[ଦ୍ରଷ୍ଟବ୍ୟ —ଏହାଙ୍କୁ କୃତ୍ତିକା ପ୍ରଭୃତି ଛଅ ଭଉଣୀ ସ୍ତନ୍ୟପାନ କରାଇଥିବାରୁ ଏହାଙ୍କର ଛଅଟି ମୁହଁ ହୋଇଥିଲା]