ଷଡୈଶ୍ୱର୍ଯ୍ୟ

ଉଇକିଅଭିଧାନ‌ରୁ

ଷଡୈଶ୍ୱର୍ଯ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Shaṟḍ̠&aline;i̱ṡwarj̄ya
  • ଆଇ.ପି.ଏ. — mˌudʰennoʃʃˈɔ ɖˈɔ ˈojkaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ hˈʌlˈʌntɔ dʒˈɔ hˈʌlˈʌntɔ ˈɔj

ସଂସ୍କୃତ - ବିଶେଷ୍ୟ - (ଷଡ୍+ଐଶ୍ୱର୍ଯ୍ୟ)[ସମ୍ପାଦନା]

ଛଅ ପ୍ରକାରର ସମ୍ପଦ ବା ପ୍ରଭୁତ୍ୱ; ସର୍ବ୍ୱବିଧ ସମ୍ପଦ ବା ରାଜଭୋଗ — All sorts of prosperity or enjoyment or bliss.

[ଦ୍ରଷ୍ଟବ୍ୟ —ପ୍ରକୃତରେ ଶାସ୍ତ୍ରରେ ବର୍ଣ୍ଣିତ ଐଶ୍ୱର୍ଯ୍ୟ ଅଷ୍ଟ ବିଧ; ଷଡ ବିଧ ନୁହେଁ; ସାଂସାରିକ ସୁଖଭୋଗ ବା ବିଳାସ ବା ସମ୍ପଦ ପ୍ରତି ଲୋକେ ଷଡୈଶ୍ୱର୍ଯ୍ୟ, ଶବ୍ଦ ବ୍ୟବହାର କରନ୍ତି]