ଷଡୈଶ୍ୱର୍ଯ୍ୟ
ଦେଖଣା
ଷଡୈଶ୍ୱର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଷଡ୍+ଐଶ୍ୱର୍ଯ୍ୟ)
[ସମ୍ପାଦନା]ଛଅ ପ୍ରକାରର ସମ୍ପଦ ବା ପ୍ରଭୁତ୍ୱ; ସର୍ବ୍ୱବିଧ ସମ୍ପଦ ବା ରାଜଭୋଗ — All sorts of prosperity or enjoyment or bliss.
[ଦ୍ରଷ୍ଟବ୍ୟ —ପ୍ରକୃତରେ ଶାସ୍ତ୍ରରେ ବର୍ଣ୍ଣିତ ଐଶ୍ୱର୍ଯ୍ୟ ଅଷ୍ଟ ବିଧ; ଷଡ ବିଧ ନୁହେଁ; ସାଂସାରିକ ସୁଖଭୋଗ ବା ବିଳାସ ବା ସମ୍ପଦ ପ୍ରତି ଲୋକେ ଷଡୈଶ୍ୱର୍ଯ୍ୟ, ଶବ୍ଦ ବ୍ୟବହାର କରନ୍ତି]