ଷଡ୍ଗୁଣ ବଳି ଜାରିତ ସିଦ୍ଧ ମକରଦ୍ୱଜ
ଦେଖଣା
ଷଡ୍ଗୁଣ ବଳି ଜାରିତ ସିଦ୍ଧ ମକରଦ୍ୱଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)—(ଷଡ୍ ଗୁଣ=ଛଅଗୁଣ+ବଳି=ଗନ୍ଧକଦ୍ୱାରା ଜାରିତ ସିଦ୍ଧ ମକରଧ୍ୱଜ)
[ସମ୍ପାଦନା]ପାରଦର ଛଅଗୁଣ ଗନ୍ଧକଦ୍ୱାରା ଜାରିତ ହୋଇ ପ୍ରସ୍ତୁତ ହୋଇଥିବା ମକରଧ୍ୱଜ ନାମକ ରସାୟନ — A very efficacious Ayurvedic preparation made by sublimating mercury with six times its quantity of sulphur pounded together.