Jump to content

ଷଡ୍ଧା

ଉଇକିଅଭିଧାନ‌ରୁ

ଷଡ୍ଧା

ଉଚ୍ଚାରଣ

[ସମ୍ପାଦନା]

(ଷଡ଼ଧା—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (ଷଟ୍+ପ୍ରକାରାର୍ଥେ ଧା)

[ସମ୍ପାଦନା]

ଛଅ ପ୍ରକାର —Six kinds or six sorts.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଛଅ ପ୍ରକାରର —Of six sorts.

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଛଅ ପ୍ରକାରେ — ୧. In six kinds; in six ways.
୨. ଛଅ ଭାଗରେ —୨. Into six parts.