ଷଡ୍ରସ
ଦେଖଣା
ଷଡ୍ରସ
ଉଚ୍ଚାରଣ
[ସମ୍ପାଦନା](ଷଡ୍ରସ—ଅନ୍ୟରୂପ)
(ଷଡରସ—ଦେଶଜରୂପ)
ସଂସ୍କୃତ - ବିଶେଷ୍ୟ - (ଷଟ୍+ରସ; ଦ୍ୱିଗୁ)
[ସମ୍ପାଦନା]ଜିହ୍ୱାଦ୍ୱାରା ଅସ୍ୱାଦନୀୟ ୬ଟି ରସ ବା ସ୍ୱାଦ; ଛଡରସ —The six kinds of tastes of things.
[ଦ୍ରଷ୍ଟବ୍ୟ —ଯଥା— ଲବଣ ବା ଲୁଣିଆ, ଅମ୍ଳ ବା ଆମ୍ୱିଳା, କଟୁ ବା ରାଗା, ମଧୁର ବା ମିଠା, ତିକ୍ତ ବା ପିତା, କଷାୟ ବା କଷା]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଷଡ୍ରସଯୁକ୍ତ (ଖାଦ୍ୟ) — (food) Consisting of all the six different tastes.
(ଯଥା—ଷଡ୍ରସ ବ୍ୟଞନ)