ଷଣ୍ଡ

ଉଇକିଅଭିଧାନ‌ରୁ

ଷଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଣ୍ଡକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଷଣ ଧାତୁ+କର୍ତ୍ତୃ. ଡ)[ସମ୍ପାଦନା]

୧. ବୃଷ; ବୃଷଭ; ଋଷଭ — ୧. A Brāhmaṇī bull.
୨. ସ୍ୱାଧୀନ ବୃଷ — ୨. A bull set at liberty.
୩. ନପୁଂସକ ବ୍ୟକ୍ତି (ଷଣ୍ଢ ଦେଖ) —୩. A eunoch.

[ଉ—ଛବିଶୂନ୍ୟ ଷଣ୍ଡ ବୃଦ୍ଧ ତା ତୁଲେ, ଅବିବେକବଶୁ ବିବାଦୀ ହେଲେ—କବିସୂର୍ଯ୍ୟ କବିତା]

୪. ସମୂହ — ୪. A collection, assemblage.
୫. ପଦ୍ମ ବା କୁମୁଦସମୂହ —୫. A collection of bunch of lotus flowers or water lilies.
୬. ବୃକ୍ଷ — ୬. Tree.
୭. ଯୋନିରୋଗବିଶେଷ —୭. A sort of disease of the female organ.
୮. ଦୈତ୍ୟ— ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର; ଭକ୍ତପ୍ରଧାନ ପ୍ରହ୍ଲାଦଙ୍କ ଗୁରୁ — ୮. The son of Sukrāchārj̄ya and the tutor of Prahlāda.
୯. (ଛାଗଳ ଆଦି ପଶୁ ଆଦିଙ୍କ) ଦଳ —୯. A flock (of goats etc) (Apte).
୧. ଚିହ୍ନ (ବିଶ୍ୱକୋଷ) — ୧୦. Sign.